ବଲାଙ୍ଗୀରରେ ଆରମ୍ଭ ହୋଇଛି ଷଷ୍ଠ ଲୋକ କଳା ଉତ୍ସବ
16/04/2018 at 9:36 PM

ବଲାଙ୍ଗୀରରେ ଆରମ୍ଭ ହୋଇଛି ଷଷ୍ଠ ଲୋକ କଳା ଉତ୍ସବ । ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଓ ଲୋକ କଳା ଉତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଞ୍ଚ। ପ୍ରଥମ ଦିନରେ ବଲାଙ୍ଗୀର ଜିଲ୍ଲା ସହ ରାଜ୍ୟ ବାହର କଳାକାରଙ୍କ କଳା କରିଥିଲା ଲୋକଙ୍କୁ ବେଶ ଆକର୍ଷଣ। କୋଟିଏ ପଟେ ଲୋକ ନୃତ୍ୟ ବାଦ୍ୟରେ ଦର୍ଶକ ଝୁମିଥିବା ବେଳେ ଅନ୍ୟ ପଟେ କୁନି ଗୀତିକାର ଙ୍କ ଳୋକ ଗୀତ ଦର୍ଶକଙ୍କୁ କରିଥିଲା କିଛି ସମୟ ପାଇଁ ସବ୍ଧ। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଜମିଥିଲା ପ୍ରବଳ ଗହଳି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021