ବର୍ଷ ବର୍ଷ ଧରି ରଥ କାର୍ଯ୍ୟରେ ସେବା ଯୋଗାଉଛି ବୁଢା ଲୁହା
3/07/2018 at 11:29 PM

ରାଜରାଜୁଡ଼ା ଯୁଗ ଗଲାଣି। ଗଲେଣି ଫରାସୀ,ମୋଗଲ ଓ ଇଂରେଜ। କିନ୍ତୁ ରଥ କାର୍ଯ୍ୟରେ ଲାଗିଥିବା ଏ ବୁଢ଼ା ଲୁହା ବା ପାତିଆ ଆଗରୁ ଯେମିତି ଥିଲା ଏବେବି ଠିକ୍ ସେମିତି ଅଛି। ଦୋଳବେଦୀରେ ବା କମାରଶାଳରେ ସମସ୍ତ ପ୍ରକାର କଣ୍ଟା ତିଆରି ପାଇଁ ଆଜି ବି ବ୍ୟବହାର ହେଉଛି ଏହି ପାତିଆ। ଗରମ ଲୁହା ଓ ମାର୍ତୁଲର ମାଡ଼ ସହୁଥିବାବେଳେ ଏହାକୁ ନିଜ ପୁଅ ଭଳି ପାଳୁଛନ୍ତି କମାରସେବକମାନେ।
Related Posts
ମାଛ ଜାଲରେ ଫସିଗଲା ଅଜଗର, ଘଣ୍ଟାଏ ପରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ
25 January 2021