Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||
  • ପୁରୀ, କଟକ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର
  • ||

ବର୍ଷା ଋତୁ ପୂର୍ବରୁ ଡେଙ୍ଗୁ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ସଜବାଜ

28/05/2018 at 10:30 PM

ଗଞ୍ଜାମ ଜିଲ୍ଲା। ଓଡିଶାର ଅନ୍ୟତମ ସବୁଠାରୁ ବଡ ଜିଲ୍ଲା। ୨୨ଟି ବ୍ଳକ୍, ୧୭ ଟି ଏନ୍.ଏ.ସି ଏବଂ ଗୋଟିଏ ମହାନଗର ନିଗମ ରହିଛି ଏହି ଜିଲ୍ଲାରେ। ୪୦ଟି ୱାର୍ଡକୁ ନେଇ ଗଠିତ ହୋଇଛି ବ୍ରହ୍ମପୁର ମହାନଗର ନିଗମ। ବର୍ଷାଋତୁ ଆସିଲେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶେଷ କରି ଡେଙ୍ଗୁ ରୋଗର ପାର୍ଦୁଭାବ ବୃଦ୍ଧି ପାଇଥାଏ। ଗତ ତିନିବର୍ଷ ହେଲା ଏଭଳି ସ୍ଥିତି ଦେଖାଯାଇଥିବା ନଜିର ରହିଛି। ଡେଙ୍ଗୁ ରୋଗରୁ ଲୋକଙ୍କୁ କିଭଳି ମୁକ୍ତ କରାଯାଇପାରିବ ସେ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବୀ କରିଛନ୍ତି।

Leave a Reply

   Related Posts