ବର୍ଷା ଋତୁ ପୂର୍ବରୁ ଡେଙ୍ଗୁ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ସଜବାଜ
28/05/2018 at 10:30 PM

ଗଞ୍ଜାମ ଜିଲ୍ଲା। ଓଡିଶାର ଅନ୍ୟତମ ସବୁଠାରୁ ବଡ ଜିଲ୍ଲା। ୨୨ଟି ବ୍ଳକ୍, ୧୭ ଟି ଏନ୍.ଏ.ସି ଏବଂ ଗୋଟିଏ ମହାନଗର ନିଗମ ରହିଛି ଏହି ଜିଲ୍ଲାରେ। ୪୦ଟି ୱାର୍ଡକୁ ନେଇ ଗଠିତ ହୋଇଛି ବ୍ରହ୍ମପୁର ମହାନଗର ନିଗମ। ବର୍ଷାଋତୁ ଆସିଲେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶେଷ କରି ଡେଙ୍ଗୁ ରୋଗର ପାର୍ଦୁଭାବ ବୃଦ୍ଧି ପାଇଥାଏ। ଗତ ତିନିବର୍ଷ ହେଲା ଏଭଳି ସ୍ଥିତି ଦେଖାଯାଇଥିବା ନଜିର ରହିଛି। ଡେଙ୍ଗୁ ରୋଗରୁ ଲୋକଙ୍କୁ କିଭଳି ମୁକ୍ତ କରାଯାଇପାରିବ ସେ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସହରବାସୀ ଦାବୀ କରିଛନ୍ତି।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021