Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଗଡ଼ ରୂପାପାଲି ଗାଁରେ ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ, ହତ୍ୟା ଘଟଣାରେ ସମ୍ୱଲପୁର ଡିଆଇଜି ଓ ବରଗଡ଼ ଏସପିଙ୍କୁ ନୋଟିସ୍

23/06/2018 at 11:28 PM

ବରଗଡ଼ ରୂପାପାଲି ଗାଁରେ ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ, ହତ୍ୟା ଘଟଣାରେ ସମ୍ୱଲପୁର ଡିଆଇଜି ଓ ବରଗଡ଼ ଏସପିଙ୍କୁ ନୋଟିସ୍। ନୋଟିସ୍ ଜାରି କଲା ମାନବାଧିକାର କମିଶନ। ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ। ୨୦୧୬ରେ ୩ ଜଣ ମହିଳାଙ୍କୁ ଉଧାଇ ନେଇଥିଲା ଭେଡେନ୍ ପୋଲିସ। ଜଙ୍ଗଲରେ ୮ ଦିନ ଦୁଷ୍କର୍ମ କରିଥିଲେ ଅପରାଧ ଶ୍ରେଣୀର ଲୋକ।

   Related Posts