ବନ୍ୟା ତ ଛାଡ଼ି ଗଲା ହେଲେ ରାସ୍ତାର କପାଳ ଫାଟିଲା
25/07/2018 at 2:52 PM

ବନ୍ୟା ଚଡି ଯାଇଛି ହେଲେ ବଢି ଯାଇଛି ଲୋକଙ୍କ ଦୁର୍ଦଶା | ମାଲକାନଗିରିରେ ବନ୍ୟା ପାଣି ଭସାଇ ନେଇଛି ଅନେକ ରାସ୍ତା ଘାଟ | କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା କରିବା ଅସମ୍ଭବ ହଉଚି ଆଉ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି
Related Posts
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021