Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||
  • ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ
  • ||
  • ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ
  • ||
  • ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ
  • ||
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ||
  • ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ
  • ||

ବଢ଼ୁଛି ଭୁସ୍ଖଳନ, ଧସୁଛି ନଦୀକୂଳ : ବିପଦରେ ୫୦ ଖଣ୍ଡ ଗାଁ

5/06/2018 at 10:21 PM

ବର୍ଷ। ଦିନେ ନଦୀ କୂଳରେ ଭୁସ୍ଖଳନ ଗତ କିଛି ବର୍ଷ ହେବ ଲାଗିରହିଛି । ରାୟଗଡ଼। ଜିଲ୍ଲାର ୩ ପ୍ରମୁଖ ନଦୀ ବଂଶଧାରା, ନାଗାବଳି ଓ ଝାବତିର କୂଳରେ ଥିବା ପ୍ରାୟ ୫୦ ଖଣ୍ଡ ଗାଁ ବର୍ତ୍ତମାନ ବିପଦଜନକ ସ୍ଥିତିର ଅଛି। ନଦୀ ଗୁଡ଼କିର ବିଭିନ୍ନ ସ୍ଥାନରେ ମାଳବନ୍ଧ ଏବଂ କିଛି ସ୍ଥାନରେ ଆଡ଼ବିନ୍ଧ ନିର୍ମ।ଣ ହେଉନଥିବା ଯୋଗୁଁ ବିଭିନ୍ନ ଜନବସତି ପ୍ରତି ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏଭଳିକି ନଦୀର ବିଭିନ୍ନ ସ୍ଥାନରେ ଘାଈ ସୃଷ୍ଟି ହୋଇ ଚଳିତି ବର୍ଷ ଅଧତ୍କ ବିପଦ ମାଡ଼ବାର ଆଶଙ୍କା ଦେଖାଦେଇଛି ।

Leave a Reply

   Related Posts