Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ବଜାରରେ ରଫେଲୋ ଗୋଲ୍ଡ ପାନ୍, ଦାମ ୬୦୦ ଟଙ୍କା

5/04/2021 at 12:32 PM

ନୂଆଦିଲ୍ଲୀ ୫/୪: ଆପଣ ପାନ ଖାଇବାକୁ ପସନ୍ଦ କରନ୍ତି କି । ତେବେ ଆପଣଙ୍କ ପାଇଁ ଖୁସିର ଖବର । କାରଣ ମାର୍କେଟକୁ ଆସିଲା ସୁନାର ପାନ । ଆପଣଙ୍କୁ ଏହା ତାଜୁବ ଲାଗିପାରେ କିନ୍ତୁ ଏହା ସତ । ରାଜଧାନୀ ଦିଲ୍ଲୀରେ ମିଳୁଛି ଏହି ସୁନାର ପାନ ଅର୍ଥାତ୍ ରଫେଲୋ ଗୋଲ୍ଡ ପାନ୍ ।

ଯାହାର ଦାମ ରହିଛି ୬୦୦ ଟଙ୍କା । ତେବେ ମଜାଦାର କଥା ହେଉଛି ଏହି ପାନର ନାଁ ବି ଦିଆଯାଇଛି । କନ୍ନଟ ପ୍ୟାଲେସରେ ଥିବା ୟମୁ କି ପଞ୍ଚାୟତ ନାମକ ଦୋକାନରେ ଉପଲବ୍ଧ ହେଉଛି ଏହି ସୁନାର ପାନ । ଦୋକାନ ତରଫରୁ ସୋସିଡାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଜଣେ ମହିଳା ପାନରେ ମିଶୁଥିବା ବିଭିନ୍ନ ସାମଗ୍ରୀ ସବୁକୁ ଭଲ ଭାବେ ଗ୍ରାହକଙ୍କୁ ଦେଖାଉଛନ୍ତି । ପାନରେ ମିଶିଛି ଭଳି କି ଭଳି ସୁଆଦିଆ ଜିନିଷ । ଆଉ ପାନ ଭଙ୍ଗାଯିବା ପରେ ତା ଉପରେ ସୁନାର କୋଟିଂ ଦିଆଯାଉଛି । ଥରେ ଏହାକୁ ଖାଇବା ପରେ ଯେ କେହି ଏହାର ଟେଷ୍ଟ ଭୁଲିବେନି ।  

   Related Posts