ଫାର୍ମାସି କଲେଜର ଛାତ୍ର ଗତକାଲି ସଡକ ଦୁର୍ଘଟଣାରେ ବ୍ରହ୍ମପୁର-ଛତ୍ରପୁର ରାସ୍ତା ଅବରୋଧ
16/04/2018 at 9:33 PM

ରୋନାଲଡ ଫାରମାସି କଲେଜର ଛାତ୍ର ଗତକାଲି ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ମୃତକ ଛାତ୍ର ଜଣକ ହେଉଛନ୍ତି ଶିବାଶିଷ ପାତ୍ର। ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପ୍ରତିବାଦରେ କଲେଜ ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନ କରିଛନ୍ତି। କଲେଜ ସମ୍ମୁଖରେ ରାସ୍ତା ଉପରେ ନିଆଁ ଲଗାଇ ଆନ୍ଦୋଳନ କରିଛନ୍ତି। ଫଳରେ ଯାତାୟାତରେ ବାଧା ଉପୁଜିଛି।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021