Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ବାଲେଶ୍ୱର ସହରର ଫକୀରମୋହନ ନଗରରେ ପାନିୟ ଜଳ ଦୂଷିତ, କଳରୁ ବାହାରୁଛି ନାଳ ପାଣି

23/04/2018 at 10:28 PM

ଜଳରୁହିଁ ଅଧତ୍କାଂଶ ମହାମାରି ବ୍ୟାପିଥାଏ। ସେଥତ୍ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ସରକାର ଲୋକଙ୍କୁ ବିଶୁଦ୍ଧ ପନିୟଜଳ ଯୋଗାଇବାପାଇଁ ଅନେକ ଅର୍ଥ ଖଚ୍ଚ କରୁଛନ୍ତି । ହଲେ ଜନସ୍ବାସ୍ଥ୍ୟ ବିଭାଗର ଖାମ ଖତ୍ଆଲି ନିତି , ପୂର୍ତ ବିଭାଗର ବେଖାତିର ମନୋଭାବ ପାଇଁ ଅଧତ୍କାଂଶ ସମୟରେ ଲୋକେ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି। ଏପ୍ରକାର ଘଟଣା ଘଟିଛି ବାଲେଶ୍ବର ସହରର ଫକୀରମୋହନ ନଗରରେ। ଆଜକୁ 5ଦିନ ହେବ ସେଠାରେ କଳରୁ ବାହାରୁଛି ନାଳ ପାଣି।

Leave a Reply

   Related Posts