ପ୍ରଭୁ ଲିଙ୍ଗରାଜ ମନ୍ଦିର ସମ୍ମଖରୁ ସେବାୟତଙ୍କ ଠାରୁ ଅଭିନବ ଉପାୟରେ ଲୁଟ୍
21/07/2018 at 12:25 AM

ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଗୁପ୍ତ ଦାନ କରିବାକୁ କହି ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କୁ ଅଭିନବ ଉପାୟରେ ଠକିଛନ୍ତି ଦୁଇ ଲୁଟେରା।। ସେପେଟ ସିସିଟିଭି କଏଦ ହୋଇଛି ଦୃବୃତ୍ତଙ୍କ କଳାକାରନାମା।
Prameya News7, News7 Odia, Odisha Latest News, Odisha Current Headlines, Odisha News Online