Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରଗତୀର ବିପରିତ ଦିଗରେ ଯାଜପୁର ଜିଲ୍ଲାର ବରୀ !

4/08/2018 at 7:29 PM

ବିଛିନ୍ନ ଅଞ୍ଚଳ ବାସୀଙ୍କ ଭଳି କାହାଣୀ ବଖାଣୁଛି ଯାଜପୁର ଜିଲ୍ଲାର ବରୀ ବ୍ଲକ । ଯାତାୟାତ ପାଇଁ ସାହା କାଠ ଡଙ୍ଗା । ଗାଁକୁ ସାତ ସ୍ବପ୍ନ ସରକାରୀ ସୁବିଧା । ପହଞ୍ଚି ପାରୁନି ୧୦୮,ଓ ୧୦୨ ଆମ୍ବୁଲାନ୍ସ କି ଦମକଳ ଗାଡି । ଅସହାୟ ଭଅଂରା ବାସୀ ।

   Related Posts