ପୋଖରିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ
28/05/2018 at 10:40 PM

ପୋଖରିରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ। ଖୋର୍ଦ୍ଧା ନିକଟସ୍ଥ ଓରମି ଗାଁରେ ଅଘଟଣ। ଗାଧୋଉଥିବା ବେଳେ ବୁଡିଗଲେ ଦୁଇ ଭଉଣୀ। ମାମୁଁ ଘରକୁ ବୁଲିବାକୁ ଆସିଥିଲେ ଦୁଇ ଭଉଣୀ, ସେମାନଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ସୋରଣରେ। ମୃତକ ଦୁଇ ଭଉଣୀ ହଲେ ଲୋପାମୁଦ୍ରା ଜେନା (୧୪ ବର୍ଷ) ଓ ରୋଶନି ଜେନା (୧୦ ବର୍ଷ)।
Related Posts
ବାଇକ ହ୍ୟାଣ୍ଡେଲରୁ ଉଦ୍ଧାର ହେଲା ନାଗ ସାପ, କରୁଥିଲା ଗର୍ଜନ
5 March 2021
ବିରଳ ଧଳା ପେଚା ଉଦ୍ଧାର, ଆଜି ଜଙ୍ଗଲରେ ଛାଡିବ ବନବିଭାଗ
5 March 2021