Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଣି ଜଣେ ଯୁବକଙ୍କୁ ଯୁବତୀ ଓ ତାଙ୍କ ମା ମାଡ ମାରୁଥିବା ଭିଡିଓ ଭାଇରାଲ

29/06/2018 at 11:11 PM

ଜଣେ ଯୁବକଙ୍କୁ ଜଣେ ଯୁବତୀ ଓ ତାଙ୍କ ମା ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ତାହା ପୁଣି କଟକର ଏକ ଜିମ୍ରେ ବୋଲି ଜଣା ପଡିଛି। ଯୁବତୀଙ୍କ ମା ଜିମ୍ର ଜଣେ ଯୁବକଙ୍କୁ କଲର ଧରି ମାଡ ମାରିବା ସହ ବାଡିରେ ମଧ୍ୟ ମାଡ ମାରିବାକୁ ଉଦ୍ୟମ କରୁଥିବା ଭିଡିଓ ଏବେ ଭାଇରାଲ ହେବା ପରେ ଚର୍ଚ୍ଚରେ କଟକର ଫିଟନେସ ଜୋନ ଜିମ। ତେବେ ଅସଦାଚରଣ ନା ଅନ୍ୟ ବିବାଦକୁ ନେଇ ଏହି ଘଟଣା ଘଟିଛି ତାହାକୁ ନେଇ କେହି ମୁହଁ ଖୋଲି ନାହାନ୍ତି।

   Related Posts