Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ପୁଣି ଜଣେ କୁନି ଝିଅକୁ ଗଣଦୁଷ୍କର୍ମ ପରେ ନିର୍ମମ ହତ୍ୟା

16/04/2018 at 11:48 PM

ଜାମ୍ମୁ-କାଶ୍ମୀର କଠୱା ଘଟଣାର ପୁନରାବୃତ୍ତି ଗୁଜରାଟ ଓଡ଼ିଶାରେ । ପୁଣି ଜଣେ କୁନି ଝିଅକୁ ଗଣଦୁଷ୍କର୍ମ ପରେ ନିର୍ମମ ହତ୍ୟା । ନାବାଳିକାଙ୍କ ମୃତଦେହରେ ରହିଛି ୮୬ଟି କ୍ଷତ ଚିହ୍ନ । ଯାହା ଚିହ୍ନଟରେ ସମସ୍ୟା ସୃଷ୍ଟି କରିଛି । ଝିଅଟି ଓଡ଼ିଆ ବୋଲି ଶୁଣାଯାଉଥିବା ବେଳେ ସୁରତ ପାଣ୍ଡେସର୍ ପୋଲିସ୍ କିନ୍ତୁ ନିଶ୍ଚିତ କରିପାରୁନି ।

Leave a Reply

   Related Posts