Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ପୁଣି ଚର୍ଚ୍ଚାରେ ୫ଶ୍ରେଣୀର ଛାତ୍ରୀ ଆଦ୍ୟାଶା ହୋତା, ସଞ୍ଚୟ ଅର୍ଥରେ ନିଜର ଜନ୍ମଦିନ ପାଳିଛନ୍ତି ବୃଦ୍ଧାଶ୍ରମରେ

21/05/2018 at 11:23 PM

ଖୋର୍ଦ୍ଧା ବାଲୁଗଁ। ଅଞ୍ଚଳର କୁନିଝିଅ ଆଦ୍ୟାସା ହୋତା, ବୟସ ପାଖାପାଖି ୧୦ ବର୍ଷ ହେବ। ହେଲେ ଏତେ ଛୋଟ ବ୍ୟୟସ ହଲେବି ତାର ହୃଦୟ କିନ୍ତୁ ବହୁତ ବଡ। ଏହି ବୟସରେ ଅନ୍ୟର ଦୁଃଖକୁ ବୁଝିବାର ଆଦ୍ୟାସାଙ୍କୁ ଦେଇଛି ଆଉ ଏକ ଭିର୍ଣ୍ଣ ପରିଚୟ । ବାପା ମା ଦେଇଥିବା ଅର୍ଥକୁ ସଞ୍ଚୟ କରି ସେ ତାଙ୍କ ଜନ୍ମଦିନ ନିଜ ଘରେ ପାଳନ ନକରି ବାଣପୁର ଜେଲ୍ଲ ନିକଟରେ ଥିବା ଲଡୁକେଶ୍ୱର ବୃଦ୍ଧାଶ୍ରମ ରେ ପହଁଚି ବୃଦ୍ଦା ମଉସା ମାଉସି ମାନଙ୍କ ସହ ମିଶି କେକ୍ କାଟି ମିଠା ଖୁଆଇ ,ବସ୍ତ୍ରଦାନ କରି ପୁଣି ଥରେ ସମାଜ ପାଇଁ ଆଉଏକ ଉଦାହରଣ ସୃଷ୍ଟି କରିଛି କୁନିଝିଅ ଆଦ୍ୟାସା ।

Leave a Reply

   Related Posts