Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ପିଲାଚୋର ଗୁଜବ ଅଣାୟତ୍ତ ହେବାରୁ ପୋଲିସ ଡିଜିପି ଜାରି କଲେ ୭ ପଏଣ୍ଟ ଆଡଭାଇଜରୀ

29/05/2018 at 11:01 PM

ପିଲାଚୋର ଗୁଜବ ଅଣାୟତତ୍ତ ହେଲାଣି । ୩ ଦିନ ହେଲାଣି ରାଜ୍ୟର କେଉଁଠି ନା କେଉଁଠି ଅଚିହ୍ନା ଲୋକ ବା ମାନସିକ ଅନଗ୍ରସର ନିରୀହ ନିର୍ଦ୍ଦୋଶଙ୍କୁ ଲୋକେ ଆକ୍ରମଣ କରୁଛନ୍ତି । ଏହି ଗୁଜବକୁ ନେଇ କଳାହାଣ୍ଡି କେସିଙ୍ଗାରେ ଜଣେ ଯୁବକକୁ ଛେଚିଛନ୍ତି ଲୋକେ । ଏହି ପିଲାଚୋର ସନ୍ଦେହକୁ ନେଇ ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁର ଗାଁରେ ହୋଇଛି ଲଙ୍କାକାଣ୍ଡ । ପୋଲିସ ଉପରେ ଆକ୍ରମଣ କରିବାକୁ ଲୋକେ ପଛାଇନାହାନ୍ତି । ସେପଟେ ଡିଜିପି ଅପିଲକୁ ଲୋକେ ବେଖାତିର କରିବାରୁ ଏବେ ପୁଣି ୭ ପଏଣ୍ଟର ଆଡଭାଇଜରୀ ଜାରୀ କରିଛନ୍ତି ଡିଜିପି ।
ସୋସିଆଲ ମିଡିଆରେ ପିଲା ଚୋର ଗୁଜବ ଓ ନୀରିହ ଲୋକଙ୍କୁ ଆକ୍ରମଣ ଘଟଣା ଅଣାୟତ୍ତ ହେଉଥିବା ଦେଖି ଆଡଭାଇଜରୀ ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୀରିହ , ନିର୍ଦ୍ଦୋଶ ଲୋକଙ୍କୁ ପିଲାଚୋର ସନ୍ଦେହରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

   Related Posts