ପିଲାଙ୍କ ଦକ୍ଷତା ବୃଦ୍ଧିରେ ସାହାୟତା କରିବ ଅଟଳ ଟିକରିଂ ଲାବ
19/07/2018 at 11:41 AM

ପିଲାଙ୍କ ଦକ୍ଷତା ବୃଦ୍ଧିରେ ସାହାୟତା କରିବ ଅଟଳ ଟିକରିଂ ଲାବ । ଏହା ଛାତ୍ର ଛାତ୍ରୀମାନଙ୍କର ବଇସାଇକ ଗ୍ୟାନ ବୃଦ୍ଧି କରିବା ସହିତ ନୁତନ ଆବିସ୍କର ଓ ସ୍ଵପ୍ନକୁ ପୁରଣ କରି ପାରିବ ଯାହାକି କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଦ୍ଵାରା ପ୍ରଣିତ ହୋଇଛି।