Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିପିଲି ଜାଗୁଳାଇପଡ଼ା ଅଞ୍ଚଳରୁ ୧୧ କେଜି ଗଞ୍ଜେଇ ଜବତ

7/06/2018 at 9:49 PM

ଅବକାରୀ ସୁପରିଟେଡ଼େଣ୍ଟଙ୍କ ନିର୍ଦ୍ଧେଶ କ୍ରମେ ପୁରୀ ଅବକାରୀ ବିଭାଗର ପ୍ଲାଇଂ ସ୍କ୍ୱାର୍ଡ଼ ଚଢ଼ଉ କରି ୧୧ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ବାବୁଲି ବେହେରାକୁ ND ଆକ୍ଟର ୨୦ (ବି) ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଇନସପେକ୍ଟର ପ୍ରଦୀପ ସାହୁଙ୍କ ନେତୃତ୍ୱରେ ପ୍ଲାଇଂ ସ୍କ୍ୱାର୍ଡ଼ ପିପିଲି ଜାଗୁଳାଇପଡ଼ା ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଛି।

Leave a Reply

   Related Posts