Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ପାଳଗଦାରୁ ମଣିଷ ହାଡ-କଙ୍କାଳ ଉଦ୍ଧାର, ଘଟଣା ସ୍ଥଳରେ ପହଞ୍ଚିଲା ଫରେନ୍ସିକ୍‌ ଟିମ୍‌

24/02/2021 at 9:53 PM

ସଇଁତଲା, ୨୪/୦୨: ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ନବୀନ ଛକ ନିକଟରେ ଥିବା ଏକ ପାଳଗଦାରେ ଅର୍ଧଦଗ୍ଧ କଙ୍କାଳ ପଡ଼ିଥିବା ସୂଚନା ମିଳିଛି । ନିକଟସ୍ଥ ବିବିନା ଗାଁର ସଞ୍ଜୟ ସୁନା ପ୍ରଥମେ ତାଙ୍କ ପାଳଗଦା ଜଳିଯାଇଥିବା ଦେଖିଲେ । ଏହାପରେ ସେଠାରେ ମଣିଷ ମୁଣ୍ଡ ପଡିଥିବା ଦେଖିଥିଲେ ।

ଏନେଇ ସେ ସରପଞ୍ଚ ଏବଂ ପୁଲିସକୁ ଜଣାଇଥିଲେ । ଖବର ପାଇ ସଇଁନ୍ତଳା ଥାନାଧିକାରୀ, ଟିଟିଲାଗଡ଼ ଏସଡ଼ପିଓ ଏବଂ ବଲାଙ୍ଗିର ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ପଡ଼ିଥିବା କଙ୍କାଳକୁ ସଂଗ୍ରହ କରି ଏହାର ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ଏସପି ନୀତିନ କୁଶଲକର ଘଟଣାସ୍ଥଳକୁ ଯାଇଥିଲେ । ହେଲେ ଏହି କଙ୍କାଳ କାହାର ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସୁରଗ୍‌ ମିଳିନଥିବା ଜଣାପଡ଼ିଛି ।

   Related Posts