ପାରାଦୀପରେ CISF ଓ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ନିଆଁଲିଭା କୌଶଳ ଆରମ୍ଭ
14/04/2018 at 11:00 PM

ପାରାଦୀପ ବନ୍ଦର ପରିସରରେ ସିଆଇଏସଏଫ ଅଗ୍ନୀସମ ବିଭାଗ ତରଫରୁ ଚାଲିଛି ଯୋରଦାର ଅଭ୍ୟାସ । କୌଣସି ସମୟରେ ନିଆଁ ଲାଗିଲେ ତାକୁ କିପରି ଲିଭାଇ ଜନ ଜିବନ ରକ୍ଷା କରିହେବ ସେଥିପାଇଁ ଦଖେଇ ଚାଲିଛନ୍ତି ସେମାନଙ୍କର କୌଶଳ ପ୍ରଦର୍ଶନ । ଏହାକୁ ଦେଖିବାର ସୁଯୋଗ ପାଇଛନ୍ତି ସ୍ଥାନିୟ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କ ସମେତ ସ୍ଥାନିୟ ଲୋକମାନେ ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021