Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ପାତାଳୀ ଶ୍ରୀକ୍ଷେତ୍ରରୁ ଚୋରି, ମନ୍ଦିରରୁ ହୁଣ୍ଡି ଓ ପାଟ ଶାଢୀ ଲୁଟିନେଲେ ଦୁର୍ବୃତ୍ତ

15/09/2021 at 1:07 PM

ସୋନପୁର ୧୫।୦୯: ସୋନପୁର ଜିଲ୍ଲା ଜଗନ୍ନାଥ ମନ୍ଦିରରୁ ଚୋରି । ସୋନପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ମନ୍ଦିରରୁ ଚୋରି ହୋଇଛି । ଗାଁ କମିଟି ପକ୍ଷରୁ ପୋଲିସକୁ ଚୋରି ନେଇ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ,  ଆଜି ସକାଳୁ  ପୂଜକ ଗୁନା ପଣ୍ଡା  ମନ୍ଦିରକୁ ପୂଜା ପାଇଁ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ହୁଣ୍ଡି ଓ ପାଟ ଶାଢ଼ୀ ଓ ରୁପା ଗଡୁ  ନଥିବା  ଦେଖିଥିଲେ । ଏନେଇ ପାତାଳୀ ଶ୍ରୀକ୍ଷେତ୍ର କମିଟିକୁ ଖବର ଦିଆଯାଇଥିଲା । କମିଟି ପକ୍ଷରୁ ପୋଲିସ ଖବର ଦିଆଯାଇଛି । ପାହାଡ଼ ତଳେ ଭଙ୍ଗା ହୁଣ୍ଡି ପଡି ଥିବା ଦେଖିବାକୁ ମିଳିଛି  । ଭକ୍ତ ମାନେ ଏହି  କାମକୁ ନିନ୍ଦା କରାଯାଇଛି   ।

   Related Posts