Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ପାଣି ପାଇଁ ହାହାକାର

5/05/2018 at 10:53 PM

ପ୍ରଚଣ୍ଡ ଖରାରେ ଜନଜୀବନ ଅସ୍ତବ୍ୟସ୍ତ। ଜଳ ବିନା ଡହଳ ବିକଳ ଲୋକେ। ମାତ୍ର ପ୍ରଶାସନର ଉଦାସିନତା ଯୋଗୁଁ ଲୋକେ ପାଇପ୍ ଯୋଗେ ପିଇବା ପାଣି ପାଉନାହାନ୍ତି। ଏଭଳି ଏକ ସଙ୍ଗୀନ ଅଭଯୋଗ ଆଣିଛନ୍ତି ଖୋର୍ଦ୍ଧ। ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜୁରୀ ଗ୍ରାମର ବାସିନ୍ଦା। ଖୁବ୍ ଶିଘ୍ର ଜଳ ସାମସ୍ୟା ର ସମାଧାନ କରାନଗଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ବେଣାପଞ୍ଜୁରୀର ଗ୍ରାମବାସୀ।

Leave a Reply

   Related Posts