Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାଣି କଳରେ ଲାଗିଗଲା ପିନ୍ଧା ଗାମୁଛା, ଚାଲିଗଲା ଶ୍ରମିକଙ୍କ ଜୀବନ

8/07/2021 at 12:39 PM

ମହାକାଳପଡା ୮/୭ : ଚିଙ୍ଗୁଡି ଘେରି ପାଇଁ ବ୍ୟବହୃତ ପାଣି କଳରେ ମାଡ ହୋଇ ଜଣେ ଶ୍ରମିକର ମୃତ୍ୟୁ । ଏପରି ଅଘଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ରାଜଗନଗର ପଂଚାୟତ ସରକାରପଡା ଥିବା କାର୍ତିକ ମଣ୍ଡଳଙ୍କ ଚିଙ୍ଗୁଡି ଘେରିରେ । ବିଳମ୍ବିତ ରାତିରେ କୁମରେଶ ମଣ୍ଡଳ ଚିଙ୍ଗୁଡି ଘେରିରେ ମାଛକୁ ଦାନା ଦେବା ସମୟରେ ପିନ୍ଧା ଗାମୁଛାଟି ପାଣି କଳରେ ଲାଗିଯିବାରୁ ପାଣି କଳରେ ପିଟି ହୋଇ ମୃତ୍ୟୁ ହୋଇଥିଲା । ମୃତ କୁମରେଶ ମଣ୍ଡଳଙ୍କ ଘର ପିତାପାଟ ଗ୍ରାମରେ ବୋଲି ଜଣାପଡିଛି । 

   Related Posts