Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟଣାଗଡ ଗିଫ୍ଟ ବୋମା ବିସ୍ପୋରଣ ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କ ପୈତୃକ ଘର ମାଟିତଳୁ ବିସ୍ପୋରକ ଜବତ

23/04/2018 at 10:13 PM

ପାଟଣାଗଡ ଗିଫ୍ଟ ବୋମା ବିସ୍ପୋରଣ ଘଟଣାରେ ନୂଆ ଟ୍ବିଷ୍ଟ । କ୍ରାଇମବ୍ରଞ୍ଚ ପାଇଲା ବିସ୍ପୋରକ । ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କ ପୈତୃକ ଘର ମାଟିତଳୁ ଜବତ ହୋଇଛି ବିସ୍ପୋରକ ସାମଗ୍ରୀ । ଏହା ସହ କୁଞ୍ଜିଲାଲଙ୍କ ଏହି ଘଟଣା ସହ ସମ୍ପୃକ୍ତିକୁ ଆହୁରୀ ଘନିଭୁତ କରିଛି ।

Leave a Reply

   Related Posts