ପାଟଣାଗଡ ଗିଫ୍ଟ ବୋମା ବିସ୍ପୋରଣ ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କ ପୈତୃକ ଘର ମାଟିତଳୁ ବିସ୍ପୋରକ ଜବତ
23/04/2018 at 10:13 PM

ପାଟଣାଗଡ ଗିଫ୍ଟ ବୋମା ବିସ୍ପୋରଣ ଘଟଣାରେ ନୂଆ ଟ୍ବିଷ୍ଟ । କ୍ରାଇମବ୍ରଞ୍ଚ ପାଇଲା ବିସ୍ପୋରକ । ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କ ପୈତୃକ ଘର ମାଟିତଳୁ ଜବତ ହୋଇଛି ବିସ୍ପୋରକ ସାମଗ୍ରୀ । ଏହା ସହ କୁଞ୍ଜିଲାଲଙ୍କ ଏହି ଘଟଣା ସହ ସମ୍ପୃକ୍ତିକୁ ଆହୁରୀ ଘନିଭୁତ କରିଛି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021