Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ପାଟଣାଗଡ଼ ବ୍ରହ୍ମପୁର ଛକ ନିକଟରେ ଦୁର୍ଘଟଣା, ୪ ବର୍ଷର ଶିଶୁ ମୃତ ଅନ୍ୟ ଦୁଇ ଗୁରୁତର

4/07/2018 at 9:51 PM

ବଲାଙ୍ଗିର, ପାଟଣାଗଡରେ ଘଟିଛି ଏକ ଅଭାବନିୟ ସଡକ ଦୁର୍ଘଟଣା। ବାଇକକୁ ସମ୍ମୁଖରୁ ଧକ୍କା ଦେଲା ବସ। ଘଟଣା ରେ ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ହେବା ସହ ଆଉ ଜଣେ ଶିଶୁ ଓ ବାଇକ ଚାଳକ ଗୁରୁତର। ତିନି ଜଣ ପାଟଣାଗଡ ସାଲେପାଲି ଗାଁର ୪ ବର୍ଷର ଅନନ୍ୟା ସା, ପିସାରାଣି ସା ଓ ତାଙ୍କ ଭାଇ ବଳରାମ ସା। ଦୁର୍ଘଟଣାରେ ୪ ବର୍ଷ ଶିଶୁ ଅନନ୍ୟାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶିଶୁ ଓ ତାଙ୍କ ବଡ ଭାଇ ଗୁରୁତର ଅଛନ୍ତି।

   Related Posts