Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ପାଟଣାଗଡରେ ବସ ଧକ୍କାରେ ଛାତ୍ରୀ ମୃତ ଓ ପରେ ଉତ୍ୟକ୍ତ ଲୋକଙ୍କ ଦ୍ବାରା ବସ ପୋଡି ଘଟଣାର ଆରମ୍ଭ ହୋଇଛି ଛାନଭିନ

5/07/2018 at 11:44 PM

ପାଟଣାଗଡ ବ୍ରହ୍ମପୁରା ଛକ ନିକଟରେ ବସ ଧକ୍କାରେ ଛାତ୍ରୀ ମୃତ ଓ ପରେ ଉତ୍ୟକ୍ତ ଲୋକଙ୍କ ଦ୍ବାରା ବସ ପୋଡି ଘଟଣାର ଆରମ୍ଭ ହୋଇଛି ଛାନଭିନ। ସେପଟେ ଛାନଭିନ ସମୟରେ ବସଟି ବିନା ଫିଟନେସରେ ଚାଲୁଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍। ୨୦୧୬ ମସିହାରୁ ଘରୋଇ ବସର ଫିଟନେସ ସରି ଯାଇଥିଲେ ବି କେମିତି ଓ କିପରି ବସଟି ଚାଲୁଥିଲା ତାକୁ ନେଇ ଉଠିଛି ପ୍ରଶ୍ନ। ସେହିପରି ବସଟି ଦୁଇ ବର୍ଷ ଲଗାତାର ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ବେଳେ ପରିବହନ ବିଭାଗ କିପରି ଗୋଟିଏ ଅନଫିଟ ବସ ଚାଲୁଥିବା ଖବର ଜାଣି ପାରିଲାନି ?

   Related Posts