Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଓମେକ୍ସ ଡିଜିଏମଙ୍କୁ ପୋଡି ହତ୍ୟା ଘଟଣାରେ ଆଭିଯୁକ୍ତ କୁମାର ବାଗକୁ ଆଜୀବନ କାରାଦ

7/05/2018 at 9:55 PM

ପାଓମେକ୍ସ ଡିଜିଏମଙ୍କୁ ପୋଡି ହତ୍ୟା ଘଟଣାରେ ଆଭିଯୁକ୍ତ କୁମାର ବାଗକୁ ଆଜୀବନ କାରାଦଣ୍ଡ । ସମ୍ୱଲପୁର ଜିଲ୍ଲା ଓ ଦୌରାଜଜଙ୍କ ରାୟ ପ୍ରକାଶ ପାଇଛି । ୧୫ ଜଣଙ୍କୁ ନିର୍ଦ୍ଦେଶରେ ଖଲାସ କରାଯାଇଛି ।୧୬ ଜଣଙ୍କୁ ପୋଲିସ ଗିରଫ କରିଥିଲା ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଥିଲା । ୨୦୧୧ ମାର୍ଚ୍ଚ ୩ ତାରିଖରେ ଡିଜିଏମଙ୍କୁ ପୋଡ଼ି ହତ୍ୟା କରାଯାଇଥିଲା ।

Leave a Reply

   Related Posts