Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପରିବାରର ମାଆ-ପୁଅଙ୍କ ସହିତ ତିନି ଜଣ ଦିବ୍ୟାଙ୍ଗ ପୁଣି ଦାରିଦ୍ର୍ୟ, ତଥାପି ପ୍ରଶାସନର ନାହିଁ କୌଣସି ସହାୟତା

8/08/2018 at 5:27 PM

ମାଆ- ପୁଅ ଦିବ୍ୟାଙ୍ଗ । ଆହୁରି ବୋଝ ଦାରିଦ୍ର୍ୟ । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଗାଁର ବିଜୟ ଦାଶଙ୍କ ପରିବାର ସ୍ତ୍ରୀ, ପୁଅ ଦିବ୍ୟାଙ୍ଗ । ଅଥଚ ଅଭାବୀ ପରିବାରକୁ ନାହିଁ ସରକାରୀ ସହାୟତା ।ମାଆ- ପୁଅ ଦିବ୍ୟାଙ୍ଗ …ବୃଦ୍ଧା ବୁଢୀ ମାଆ ବି ଅଚଳ …ଆହୁରି ବୋଝ ଦାରିଦ୍ର୍ୟ…ଅଥଚ ଅଭାବୀ ପରିବାରକୁ ନାହିଁ ସରକାରୀ ସହାୟତା…ଏମାନେ ସମସ୍ତେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ବରପୁର ଗାଁର ବିଜୟ ଦାଶଙ୍କ ପରିବାର । ପୂଜାପାଠ କରି ମାତ୍ର କେଇଟା ଟଙ୍କା ରୋଜଗାର କରନ୍ତି ପ୍ରଭାତ । କିନ୍ତୁ ଘରେ ତାଙ୍କର ଦିବ୍ୟାଙ୍ଗ ପତ୍ନୀ ଓ ପୁଅ । ୫୦ ବର୍ଷୀୟା ପ୍ରଭାତୀଙ୍କୁ ଆଖିକୁ ଦିଶୁନି କାନକୁ ଶୁଭୁନି । ୨୨ ବର୍ଷର ପୁଅ ଜ୍ଞାନ ରଂଜନଙ୍କର ଚାଲିବା ଶକ୍ତି ନାହିଁ । ଏମାନଙ୍କୁ ଛାଡି ବିଜୟଙ୍କ ୭୮ ବର୍ଷୀୟା ମାଆ ବାର୍ଦ୍ଧକ୍ୟ ଜନୀତ ଅକ୍ଷମତାରେ ଆକ୍ରାନ୍ତ । ଭଙ୍ଗା ଘର ଆଉ ଆର୍ଥିକ ଅନଟନରେ ପରିବାରର ଅସହାୟତା ଜଳଜଳ ଦିଶେ । ଅଥଚ, ଦିବ୍ୟାଙଙ୍କ ଲାଗି ସରକାରଙ୍କ ସହାୟତାରୁ ବଞ୍ଚିତ ଏହି ଅଭାବୀ ପରିବାର ।

   Related Posts