ପରିଣତ ବୟସରେ ବାପା ମାଆକୁ ପର କରିଦେଲା ପୁଅ
9/05/2018 at 9:46 PM

ପରିଣତ ବୟସରେ ବାପା ମାଆକୁ ପର କରିଦେଲା ପୁଅ। ଖାଇବା ପିଇବା ତ ଦୂରର କଥା ଅକଥୀନିୟ ଯନ୍ତ୍ରଣା ଦେଇ ଘରୁ ଵାହାର କରିଦେଲା ପୁଅ। ନିରୁପାୟ ଵାପା ମା ଏଵେ ପୋଲିସ ର ଦ୍ଵାରସ୍ତ। ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଳକର କୁସୁମଗୁଡା ଗାଁ ରେ।ଵାଉଁଶ ଗଛ କଟା କୁ ନେଇ ସୋନୁ ହଳ ଓ ତାଙ୍କ ସ୍ତ୍ରୀ ଲଛମା ହଳଙ୍କ ପୁଅ ସହ କିଛି ଦିନ ହେଲା ଵିଵାଦ ଲାଗି ରହିଛି।ପୁଅକୁ ନକହି ବାପା ବାଉଁଶ ଗଛଟିଏ କାଟି ଦେଇ ଥିଵାରୁ ଶେଷରେ କଥା ଏତେ ଦୂର ବଢିଛି।କୋଟପାଡ ଥାନାରେର ଵୄଦ୍ଧ ପିତା ମାତା ମାମଲା ଦାୟର କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021