ପରିଣତ ବୟସରେ ବାପା ମାଆକୁ ପର କରିଦେଲା ପୁଅ
9/05/2018 at 11:55 PM

ପରିଣତ ବୟସରେ ବାପା ମାଆକୁ ପର କରିଦେଲା ପୁଅ। ଖାଇବା ପିଇବା ତ ଦୂରର କଥା ଅକଥୀନିୟ ଯନ୍ତ୍ରଣା ଦେଇ ଘରୁ ଵାହାର କରିଦେଲା ପୁଅ। ନିରୁପାୟ ଵାପା ମା ଏଵେ ପୋଲିସ ର ଦ୍ଵାରସ୍ତ। ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ ବ୍ଳକର କୁସୁମଗୁଡା ଗାଁ ରେ।ଵାଉଁଶ ଗଛ କଟା କୁ ନେଇ ସୋନୁ ହଳ ଓ ତାଙ୍କ ସ୍ତ୍ରୀ ଲଛମା ହଳଙ୍କ ପୁଅ ସହ କିଛି ଦିନ ହେଲା ଵିଵାଦ ଲାଗି ରହିଛି।ପୁଅକୁ ନକହି ବାପା ବାଉଁଶ ଗଛଟିଏ କାଟି ଦେଇ ଥିଵାରୁ ଶେଷରେ କଥା ଏତେ ଦୂର ବଢିଛି।କୋଟପାଡ ଥାନାରେରେ ଵୄଦ୍ଧ ପିତା ମାତା ମାମଲା ଦାୟର କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021