ପରକିଆ ପ୍ରୀତିରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ
22/05/2018 at 9:59 PM

ପରକିଆ ପ୍ରତିରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ମାଳ ଗାଁରେ । ମୃତକ ହେଲେ ସେହି ଗାଁର ଜୟଦେବ ଦାସ । ପ୍ରେମିକ ସାହାଯ୍ୟରେ ହତ୍ୟା କରିଛି ସ୍ତ୍ରୀ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021