Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ପଦାକୁ ଆସିଲା ସରଖିଆ ନାବାଳିକା ଛାତ୍ରୀ ପ୍ରସବ ଘଟଣା

1/05/2018 at 12:07 AM

ଜଟିଳ ହେବାରେ ଲାଗିଛି ଢେଙ୍କାନାଳ ସରଖିଆ ଆଶ୍ରମ ସ୍କୁଲର ନାବଳିକା ଛାତ୍ରୀଙ୍କ ଘଟଣା । ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରୀଙ୍କର ଗର୍ଭପାତ କରାଇ ନାହାନ୍ତି ବରଂ ପାଣିକୋଇଲିର ଏକ ନର୍ସିଂହୋମରେ ପିଲା ଜନ୍ମ କରାଇଛନ୍ତି । ପରେ ପିଲାଟିକୁ ଚୌଦ୍ବାର ମୁସଲିମ ବସ୍ତିରେ ବିକ୍ରି କରି ଦିଆ ଯାଇଥିବା ବେଳେ ପୋଲିସ୍ ତାକୁ ଉଦ୍ଧାର କରିଛି । ତେବେ ନାବାଳିକାଙ୍କୁ ଗର୍ଭବତୀ କରାଇବା ଅଭିଯୋଗରେ ଜଣେ ବିବାହିତ ଆଦିବାସୀ ଯୁବକଙ୍କ ମୁଣ୍ଡରେ ଅଠା ବୋଳା ଯାଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ମଧ୍ୟ ସନ୍ଦେହ କରାଯାଉଛି ।

Leave a Reply

   Related Posts