ନ୍ୟୁଜ ସେଭେନ୍ ଖବରର ପ୍ରଭାବ, ମାଆକୁ ମିଳିଗଲା ପରିବାର
1/05/2018 at 11:38 PM

ନ୍ୟୁଜ ସେଭେନ୍ ଖବରର ପ୍ରଭାବ । ମାଆକୁ ମିଳିଗଲା ପରିବାର । ମାଆ ରହୁଥିଲେ ଏକ ଜରାଶ୍ରମରେ । ୨ବର୍ଷ ତଳେ ହଜିଯାଇଥିବା ଦିବ୍ୟାଙ୍ଗ ମାଆଙ୍କୁ ପୁଅ-ଝିଅ ଦେଖିବାକୁ ପାଇଥିଲେ ନ୍ୟୁଜ ସେଭେନ୍ ରେ ପ୍ରସାରିତ ଏକ ଖବରରେ । ଆଉ ତାପରେ ପରିବାର ଲୋକ ଧାଇଁ ଆସିଥିଲେ ମାଆଙ୍କୁ ନେବାକୁ, ଆଉ ଧନ୍ୟବାଦ ଦେଇଥିଲେ ନ୍ୟଜୁ ସେଭେନ୍କୁ।
Related Posts
ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍
13 April 2021
ଟିକା ଅଭାବ ; ୧୧ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ
13 April 2021