Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||
  • ଦେବୀ ଓ ମହାନଦୀରେ ବଢୁଛି ଜଳସ୍ତର, ଜଗତସିଂହପୁରରେ ବନ୍ୟା ସ୍ଥିତି
  • ||
  • ୧୮ରୁ ଲଘୁଚାପ, ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ପୁରୀରୁ ଫେରିବା ବେଳେ ଓଲଟିଲା ବୋଲେରୋ, ୧୩ ଯାତ୍ରୀ ଆହତ
  • ||
  • ପୋଲ ଭାଙ୍ଗି ଗାଁରେ ପଶିଲା ପାଣି, ପଟ୍ଟାମୁଣ୍ଡାଇ ଅମୃତମଣୋହୀ ଛକରେ ଘାଇ
  • ||
  • ଗୁଣ୍ଡେରପୁର ବ୍ରିଜ୍ ଉପରେ ୩ ଫୁଟ୍ ପାଣି, ସମ୍ବଲପୁର-ସୋନପୁର ବିଛିନ୍ନ
  • ||

ନିୟମଗିରି ଅଞ୍ଚଳରୁ ଜଣେ ଗ୍ରାମରକ୍ଷୀଙ୍କ ସହ ଅନ୍ୟ ୩ଯୁବକଙ୍କୁ ଅପହରଣ

22/04/2018 at 12:03 AM

ନିୟମଗିରି ଅଞ୍ଚଳରୁ ଜଣେ ଗ୍ରାମରକ୍ଷୀଙ୍କ ସହ ଅନ୍ୟ ୩ଯୁବକଙ୍କୁ ଅପହରଣ କରିନେବାର ୫୦ଘଣ୍ଟା ପରେ ବି ତ୍ରିଲୋଚନପୁର ଗାଁରେ ପୋଲିସ ପହଞ୍ଚିନି । ଏପଟେ ଅପହୃତ ଯୁବକଙ୍କ ପରିବାର ଅଜଣା ଆଶଙ୍କାରେ ଅଛନ୍ତି । ଏତେ ମାତ୍ରାରେ ଭୟ ଗ୍ରାସ କରିଛି ଯେ, ମାଓବାଦୀ ଅପହରଣ କରିଥିବା ଘଟଣାକୁ ଖଣ୍ଡନ କରୁଛନ୍ତି । ଗ୍ରାଉଣ୍ଡ ଦିରୋରେ ପହଞ୍ଚି ନ୍ୟୁଜ ସେଭେନ୍ ସ୍ଥିତି ପରଖିଛି ।

Leave a Reply

   Related Posts