ନିଶା ନିବାରଣ ଲାଗି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ସରପଞ୍ଚ ଶୁକ୍ରୁ କୁଜୁରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
27/06/2018 at 10:02 PM

ନିଶା ନିବାରଣ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଲରିଆପାଲି ସରପଞ୍ଚ ଶୁକ୍ରୁ କୁଜୁର ମଙ୍ଗଳବାର ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କୃତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶିଭେଛ୍ଛା ଜଣାଇଛନ୍ତି । କୁଜ୍ଜୁର ଆର୍ଟ ଅଫ ଲଭିଙ୍ଗ ଓଡିଶା ସହଯୋଗରେ ନିଜ ପଞ୍ଚାୟତରେ ନିଶାନିବାରଣ ସଚେତନତା କରି ନିଶାମୁକ୍ତ ପଞ୍ଚାୟତ କରିଛନ୍ତି । ସେଥିଲାଗି ସେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021