Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

ନିରାମୟରେ ମିଳୁନି ସବୁ ଔଷଧ

11/07/2018 at 11:53 PM

ରାଜ୍ୟ ସରକାରଙ୍କ ନିରାମୟ ଯୋଜନାକୁ ନେଇ ସାଧାରଣ ଲୋକଙ୍କର ଯେତିକି ଅପେକ୍ଷା ରହିଛି , ତାହା ସେତିକି ମାତ୍ରାରେ ପୂରଣ ହେଇପାରୁନାହିଁ। କାରଣ ରୋଗୀ ଆବଶ୍ୟକ ମୂତାବକ ଓୌଷଧ ନିରାମୟ କେନ୍ଦ୍ର ମାନଙ୍କରେ ନାହିଁ। ବିଶେଷ କରି କଟକ ଏସ ସି ବି ମେଡିକାଲର କଥା ସାମ୍ନାକୁ ଆସିଲେ ଏସବୁକିଛି ଜଳ ଜଳ ହୋଇ ଦେଖାଯାଏ। ଏସ ସି ବି ପରିସରରେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ନିରାମୟ କେନ୍ଦ୍ର ଗୁଡିକର ସଂଖ୍ୟା ବଢୁନାହିଁ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି , ଆବଶ୍ୟକତାକୁ ଆଖିରେ ରଖି ଖୁବଶୀଘ୍ର ପଦକ୍ଷେପ ନିଆଯିବ।

   Related Posts