ନିରାମୟରେ ମିଳୁନି ସବୁ ଔଷଧ
11/07/2018 at 11:53 PM

ରାଜ୍ୟ ସରକାରଙ୍କ ନିରାମୟ ଯୋଜନାକୁ ନେଇ ସାଧାରଣ ଲୋକଙ୍କର ଯେତିକି ଅପେକ୍ଷା ରହିଛି , ତାହା ସେତିକି ମାତ୍ରାରେ ପୂରଣ ହେଇପାରୁନାହିଁ। କାରଣ ରୋଗୀ ଆବଶ୍ୟକ ମୂତାବକ ଓୌଷଧ ନିରାମୟ କେନ୍ଦ୍ର ମାନଙ୍କରେ ନାହିଁ। ବିଶେଷ କରି କଟକ ଏସ ସି ବି ମେଡିକାଲର କଥା ସାମ୍ନାକୁ ଆସିଲେ ଏସବୁକିଛି ଜଳ ଜଳ ହୋଇ ଦେଖାଯାଏ। ଏସ ସି ବି ପରିସରରେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ନିରାମୟ କେନ୍ଦ୍ର ଗୁଡିକର ସଂଖ୍ୟା ବଢୁନାହିଁ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି , ଆବଶ୍ୟକତାକୁ ଆଖିରେ ରଖି ଖୁବଶୀଘ୍ର ପଦକ୍ଷେପ ନିଆଯିବ।
Related Posts
ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
20 January 2021
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021