ନିଆଳିରେ ଆଉ ୩ ମେଣ୍ଢାକୁ ମାରିଲା ଅଜଣା ଜନ୍ତୁ

0
96

ନିଆଳି: ନିଆଳିରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ନିଆଳି ବ୍ଲକ ଜାମୁଗରଡ଼ି ଗାଁରେ ପୁଣି ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। କ୍ଷତିପୂରଣ ଦାବି ଆଜି ସକାଳେ ନିଆଳି-ଫୁଲନଖରା ରାସ୍ତାର କାଳିଆଘାଇ ଛକରେ ଲୋକେ ରାସ୍ତାରୋକ କରିଛନ୍ତି।ସମସ୍ତ ଉଦ୍ୟମ ସତ୍ତ୍ୱେ ମେଣ୍ଢା ଧରିବାରେ ବିଫଳ ହୋଇଛି ବନ ବିଭାଗ।

LEAVE A REPLY

Please enter your comment!
Please enter your name here