Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଉ ତ୍ରାହି ନାହିଁ, କୋର୍ଟରେ ଦୋଷୀ ପ୍ରମାଣିତ ହେଲେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ

22/04/2018 at 12:16 AM

ନାବାଳିକା ଦୁଷ୍କର୍ମକାରୀଙ୍କୁ ଆଉ ତ୍ରାହି ନାହିଁ । କୋର୍ଟରେ ଦୋଷୀ ପ୍ରମାଣିତ ହେଲେ ଦୁଷ୍କର୍ମକାରୀଙ୍କୁ ଏଥର ମୃତ୍ୟୁଦଣ୍ଡ ନିଶ୍ଚିତ । କେନ୍ଦ୍ର କ୍ୟାବିନେଟ୍ ଆଜି ଏ ସଂକ୍ରାନ୍ତ ଅଧ୍ୟାଦେଶ ଆଣିଥିବା ବେଳେ ଆଇପିସି, ସିଆରପିସି, ଏଭିଡେନ୍ସ ଆକ୍ଟ, ଏବଂ ପୋକସୋ ଆଇନରେ କରାଯାଇଛି ସଂଶୋଧନ । ଆଇନକୁ ଏପରି କଡ଼ା କରାଯାଇଛି, ଦୁଷ୍କର୍ମକାରୀଙ୍କୁ ଆଉ ଆଗୁଆ ଜାମିନ୍ ମିଳିବ ନାହିଁ ।

Leave a Reply

   Related Posts