Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକାକୁ ପୁଣି ଦୁଷ୍କର୍ମ ଅଭିଯେ।ଗ !

12/05/2018 at 6:53 AM

କେନ୍ଦ୍ରାପଡା ନିକିରାଇ ଥାନା ଆମ୍ବପଡା ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯେ।ଗ ହେ।ଇଛି  । ନାବାଳିକାର ଟ୍ୟୁସନ୍ ମାଷ୍ଟର ଦୁଷ୍କର୍ମ କରିଛି । ଅଭିଯୁକ୍ତ ଜଣକ ହେଲେ କଳସିଙ୍ଗା ଗାଁର ଗଣେଶ ନାୟକ । ତାକୁ ଗିରଫ କରି ଅଧିକ ତଦନ୍ତ କରୁଛି ପେ।ଲିସ ।

Leave a Reply

   Related Posts