Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ନନ୍ଦନକାନନରୁ ଚମ୍ପଟ ମାରିଥିବା ମାଈ ରେଡ ତାମାରିନ୍ ମାଙ୍କଡ ଠାବ

6/08/2018 at 7:36 PM

ଗତ ଗୁରୁବାର ପଶୁ ଚିକିତ୍ସାଳୟରୁ ଖସି ପଳାଇଥିଲା ମାଙ୍କଡ । ୫ଦିନ ଧରି ମାଙ୍କଡଟିକୁ ଧରିବାକୁ ନାକେଦମ୍ ହେ।ଇଥିଲେ କର୍ମଚାରୀ । ଗୁଣ୍ଡୁଚି ମୂଷା ଭଳି ଦେଖାଯାଉଥିବା ମାଙ୍କଟିକୁ ଧରିବା ସହଜ ହେ।ଇନଥିଲା । ତେବେ ସେ।ମବାର ସକାଳେ ନନ୍ଦନକାନନ ଥାନା ପରିସରରେ ଏକ ଗଛରେ ବସିଥିବା ଦେଖି ଖବର ମିଳିଥିଲା । ପରେ ଏସିଏଫ ଅଞ୍ଜନ ମହାନ୍ତି ଏବଂ ସରତ ସାହୁଙ୍କ ସହ କର୍ମଚାରୀ ମାନେ ରେଡ ତାମାରିନ ମାଙ୍କଡ଼କୁ ଧରିଥିଲେ। ଗତ ମାର୍ଚ୍ଚ ମାସ ୨୫ତାରିଖରେ ଏହି ପ୍ରଜାତିର ଦୁଇଟି ମାଙ୍କଡ଼କୁ ଚେନେଇ ମଦୁରାଇରୁ ନନ୍ଦନକାନନ ଅଣାଯାଇଥିଲା ।

   Related Posts