ନନ୍ଦନକାନନରୁ ଚମ୍ପଟ ମାରିଥିବା ମାଈ ରେଡ ତାମାରିନ୍ ମାଙ୍କଡ ଠାବ
6/08/2018 at 7:36 PM

ଗତ ଗୁରୁବାର ପଶୁ ଚିକିତ୍ସାଳୟରୁ ଖସି ପଳାଇଥିଲା ମାଙ୍କଡ । ୫ଦିନ ଧରି ମାଙ୍କଡଟିକୁ ଧରିବାକୁ ନାକେଦମ୍ ହେ।ଇଥିଲେ କର୍ମଚାରୀ । ଗୁଣ୍ଡୁଚି ମୂଷା ଭଳି ଦେଖାଯାଉଥିବା ମାଙ୍କଟିକୁ ଧରିବା ସହଜ ହେ।ଇନଥିଲା । ତେବେ ସେ।ମବାର ସକାଳେ ନନ୍ଦନକାନନ ଥାନା ପରିସରରେ ଏକ ଗଛରେ ବସିଥିବା ଦେଖି ଖବର ମିଳିଥିଲା । ପରେ ଏସିଏଫ ଅଞ୍ଜନ ମହାନ୍ତି ଏବଂ ସରତ ସାହୁଙ୍କ ସହ କର୍ମଚାରୀ ମାନେ ରେଡ ତାମାରିନ ମାଙ୍କଡ଼କୁ ଧରିଥିଲେ। ଗତ ମାର୍ଚ୍ଚ ମାସ ୨୫ତାରିଖରେ ଏହି ପ୍ରଜାତିର ଦୁଇଟି ମାଙ୍କଡ଼କୁ ଚେନେଇ ମଦୁରାଇରୁ ନନ୍ଦନକାନନ ଅଣାଯାଇଥିଲା ।
Related Posts
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021