Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ଧଳ ସାମନ୍ତ ଭ୍ରାତାଙ୍କ ଅପରାଧୀକ ସାମ୍ରାଜ୍ୟର ଆଉଏକ ଅଙ୍ଗ, ବେଆଇନ ବନ୍ଧୁକ କାରବାର

6/07/2018 at 12:59 AM

ଧଳ ସାମନ୍ତ ଭ୍ରାତାଙ୍କ ଅପରାଧୀକ ସାମ୍ରାଜ୍ୟର ଆଉଏକ ଅଙ୍ଗଥିଲା , ବେଆଇନ ବନ୍ଧୁକ କାରବାର। ଯେଉଁଥିରେ ସୁଶାନ୍ତ ଧଳସାମନ୍ତଙ୍କ ସମେତ କଟକର ଆହୁରି ଏକାଧିକ ଅପରାଧୀ ସମ୍ପୃକ୍ତ ଥିଲେ। ସେହି ବେଆଇନ ବନ୍ଧୁକ କାରବାର ନେଇ ଦାଏର ହୋଇଥିବା ମୋକଦ୍ଦମା ଉପରେ ଆଜିଠାରୁ ଅଦାଲତରେ ଶୁଣାଣୀ ଆରମ୍ଭ ହୋଇଛି। ମାମଲାର ପ୍ରାରମ୍ଭୀକ ଶୁଣାଣି ବେଳେ ଆଜି ପ୍ରଥମ ସରକାରୀ ସାକ୍ଷୀ କୋର୍ଟରେ ଉପସ୍ଥିତ ରହି ସାକ୍ଷପ୍ରଦାନ କରିଛନ୍ତି। ତେବେ ସମସ୍ୟା ହେଲା, ମାମଲାକୁ ବାଟବଣା କରିବାଲାଗି ଡି ସିଣ୍ତିକେଟ ତରଫରୁ ଭରପୁର ଚେଷ୍ଟା ଚାଲିଛି। ତେଣୁ ମାମଲାର ପ୍ରତ୍ୟେକ ସାକ୍ଷୀ ଯେପରି ନିର୍ଭୟରେ ଆସି ସାକ୍ଷ ପ୍ରଦାନ କରିପାରିବେ ସେଥିଲାଗି ସାକ୍ଷୀ ମାନଙ୍କୁ କଡା ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିସିପି।

   Related Posts