ଦୂଷିତ ହେଉଛି ନାଗାବଳୀ ଓ ବଂଶଧାରା ନଦୀ, ସତର୍କ କରାଇଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
23/06/2018 at 10:47 PM

ରାୟଗଡ଼। ଜିଲ୍ଲାର ଦୁଇ ପ୍ରମୁଖ ନଦୀ ନାଗାବଳୀ ଓ ବଂଶଧାରାକୁ ନେଇ ସତର୍କ କରାଇଛି ପ୍ରଦୂଷଣ ବିଭାଗ। ଏହି ଦୁଇ ନଦୀର ଜଳ ବର୍ତ୍ତମାନ ବ୍ୟବହାର ଉପେଯାଗୀ ହୋଇ ରହିନାହିଁ। ଉଭୟ ନଦୀରେ କେମିକାଲର ମାତ୍ରା ଏତେ ବଢିଛି ଯେ ତୁରନ୍ତ ତାହା ନିନ୍ତ୍ରଣର ଆବଶ୍ୟକତା ରହିଛି।
Related Posts
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021
ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
27 January 2021