Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||
  • ଢେଙ୍କାନାଳ : ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଚଣ୍ଡିଖୋଲ : ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍‌, ହାଇୱା ଓ ଟ୍ରକ ଜବତ
  • ||
  • ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡା ବିଜେପିରେ ସାମିଲ
  • ||
  • କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍
  • ||

ଦୁର୍ଘଟଣାର ୧୦ ଦିନ ପରେ ବି ଉଦ୍ଧାର ହୋଇପାରିନାହିଁ ଫସି ରହିଥିବା ଦୁଇ ଜେସିବି ଅପରେଟର୍

10/06/2018 at 1:02 AM

ଦୁର୍ଘଟଣାର ୧୦ ଦିନ ପରେ ବି ଉଦ୍ଧାର ହୋଇପାରି ନାହାନ୍ତି ରାଣୀଗଡ଼ ଗୁମ୍ମା ପଥର କ୍ବାରୀରେ ଫସି ରହିଥିବା ଦୁଇ ଜେସିବି ଅପରେଟର୍ । ଗୁରୁବାର ଠାରୁ ଆଜି ସୁଦ୍ଧା ୭ଟି କଂଟ୍ରୋଲ୍ ବ୍ଲାଷ୍ଟିଂ କରାଯାଇ ଥିବା ବେଳେ ଏବେ ଠାବ ହେଲା ଜେସିବି । ଦୁଇ ଜେସିବି ଅପରେଟର୍ ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁଙ୍କୁ ଠାବ କରାଯାଇ ପାରିନାହିଁ । ତେବେ ପ୍ରବଳ ପଚାଗନ୍ଧ ସୂଚାଇ ଦେଉଛି, ସେମାନେ ବଞ୍ଚି ରହିଥିବା ସମ୍ଭାବନା କମ୍ ।

Leave a Reply

   Related Posts