Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ଘଟଣାରେ ମାମୁ ମୃତ , ଭଣଜା ଗୁରୁତର

17/05/2018 at 5:01 AM

ଦୁର୍ଘଟଣାରେ ମାମୁ ମୃତ , ଭଣଜା ଗୁରୁତର । ବାଲେଶ୍ବର ଖନ୍ତପଡା ଥାନା ସଟି ଗୋପାଳପୁର ରାସ୍ତାରେ ଭାରସାମ୍ୟ ହରାଇ ଅଟୋ ଓଲଟିବାରୁ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ବିଷ୍ଣୁପୁର ଅଞ୍ଚଳର ପ୍ରବୀର ପଣ୍ଡା । ଗୁରୁତର ଭଣଜାକୁ ଅଶ୍ବିନୀ ପଣ୍ଡାକୁ ପ୍ରଥମେ ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply

   Related Posts