ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଦାବି
29/06/2018 at 9:47 PM

ଜୀବିକା ଉପାର୍ଜନ ପାଇଁ ପୁନେ ଯାଇଥିବା କେନ୍ଦ୍ରାପଡ଼ା ରାଜନଗରର ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗୁରୁତର। ତାଙ୍କ ମସ୍ତିସ୍କରେ ଜୋର୍ରେ ଆଘାତ ଲାଗିଥିବାବେଳେ ତାଙ୍କୁ ପୁନେଃ ସ୍ଥିତ ଆଦିତ୍ୟବିରଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମଜୀବି ହେଉଛନ୍ତି ପ୍ରଫୁଲ ରାଉତ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021