ଦୁବାଇରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
12/07/2018 at 10:52 PM

ଦୁବାଇରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ବାଣପୁର ଅଞ୍ଚଳର ଅଜୟ ପ୍ରଧାନ ଏବଂ ରୋହିତ ବାରିକ। ଲିପ୍ଟରେ ଚଢି କାମ କଲାବେଳେ ହଠାତ ଛିଡ଼ି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅଉଜଣେ ଓଡ଼ିଆ ଯୁବକ ଗୁରୁତର ଆହତ ହୋଇଛନ୍ତି।