ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁଙ୍କୁ ସାଙ୍ଗରେ ନେଇ ଆସେ !
24/05/2018 at 5:46 AM

କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ ସାଥୀଙ୍କୁ ସାଙ୍ଗରେ ନେଇ ଆସେ । ଯାହାକି କେନ୍ଦ୍ରାପଡା ଜିଲ୍ଲା ଟୁବି ହୁଡା ଗ୍ରାମର ଜଣ କୃଷକଙ୍କ ଭାଗ୍ୟରେ ଲେଖା ହୋଇଛି । ଗ୍ରାମର ଜଣେ ନାଁ କରା ଚାଷୀ ପିତାମ୍ବର ପ୍ରଧାନ ଗତ ୨ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ । ପରିବାର କହିଲେ ୨ପୁଅ ଗୋଟିଏ ଝିଅ ଆଉ ସ୍ତ୍ରୀକୁ ନେଇ ୫ପ୍ରାଣୀ କୁଟୁମ୍ବ । ଆଉ ଘରର ମୁରବିଙ୍କ ଏଭଳି ପରିସ୍ଥିତି ଦେଖି ପରିବାର ଉପରେ ଆକାଶ ଛିଡି ପଡିଲା ଭଳି ସ୍ଥିତି ଉପୁଜିଛି ।
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021