Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||

ଦାବୀ ନେଇ ରାଉରକେଲା ରୁ ଦିଲ୍ଲୀ ପଦଯାତ୍ରା

16/04/2018 at 9:57 PM

ପ୍ରଧାନମନ୍ତ୍ରୀ ଙ୍କ ଘୋଷଣାର ତିନି ବର୍ଷ ପରେ ମଧ୍ୟ କାମ ଆରମ୍ବ ହୋଇନଥତ୍ବାରୁୁ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟ’ ଯୁବକଙ୍କ ପଦଯାତ୍ରା ।ଆଜି ରାଉରକେଲା ସେକ୍ଟର-2 ରୁ ଯୁବକ ମୁକ୍ତିକା’ ବିଶ୍ବାଳ ଆରମ୍ବ କରିଛ’ି ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା , 2015 ମସିହା ଅପ୍ରେଲ 1 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତରେ ଆସି ରାଉରକେଲା ବ୍ରାହ୍ମଣୀ ଉପରେ ଦ୍ବିତୀୟ ବିRଉ ସହ ଇସ୍ପାତ ଜନେରାଲ ହସ୍ପିଟାଲ କୁ ସୁପର ସ୍ପେଶାଲିଟି ହସ୍ପିଟାଲ ସହ ମେଡ଼କାଲ କଲେଜତ ।ମେ 15ତାରିଖରେ ଦିଲ୍ଲୀରେ ପହଚିଂବା ପରେ ମୁକ୍ତିକା’ ଯିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟକୁ ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଘୋଷଣା ବିଷୟରେ ଆଲୋଚନା କରିବେ । ମୁକ୍ତିକା’ଙ୍କ ଏପରି ପ୍ରୟାସ କେବଳ ରାଉରକେଲାର ସ୍ବାର୍ଥ ପାଇଁ ।

Leave a Reply

   Related Posts