ଦାବୀ ନେଇ ରାଉରକେଲା ରୁ ଦିଲ୍ଲୀ ପଦଯାତ୍ରା
16/04/2018 at 9:57 PM

ପ୍ରଧାନମନ୍ତ୍ରୀ ଙ୍କ ଘୋଷଣାର ତିନି ବର୍ଷ ପରେ ମଧ୍ୟ କାମ ଆରମ୍ବ ହୋଇନଥତ୍ବାରୁୁ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟ’ ଯୁବକଙ୍କ ପଦଯାତ୍ରା ।ଆଜି ରାଉରକେଲା ସେକ୍ଟର-2 ରୁ ଯୁବକ ମୁକ୍ତିକା’ ବିଶ୍ବାଳ ଆରମ୍ବ କରିଛ’ି ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା , 2015 ମସିହା ଅପ୍ରେଲ 1 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତରେ ଆସି ରାଉରକେଲା ବ୍ରାହ୍ମଣୀ ଉପରେ ଦ୍ବିତୀୟ ବିRଉ ସହ ଇସ୍ପାତ ଜନେରାଲ ହସ୍ପିଟାଲ କୁ ସୁପର ସ୍ପେଶାଲିଟି ହସ୍ପିଟାଲ ସହ ମେଡ଼କାଲ କଲେଜତ ।ମେ 15ତାରିଖରେ ଦିଲ୍ଲୀରେ ପହଚିଂବା ପରେ ମୁକ୍ତିକା’ ଯିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟକୁ ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହ ଘୋଷଣା ବିଷୟରେ ଆଲୋଚନା କରିବେ । ମୁକ୍ତିକା’ଙ୍କ ଏପରି ପ୍ରୟାସ କେବଳ ରାଉରକେଲାର ସ୍ବାର୍ଥ ପାଇଁ ।
Related Posts
ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
26 February 2021
ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
26 February 2021
ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
26 February 2021