ଘରୋଇ କଳହ ଘଟିଲା ଉନ୍ମତ କାଣ୍ଡ। ଜମି ବାଡି କଥାକୁ କଳହକୁ ନେଇ ପୁତୁରା କଲା କାକାକୁ ଗୁଳି। ଅଳ୍ପକେ ବର୍ତ୍ତିଲେ କାକା । ଦୁଇ ଟି ଗୁଳି ମାରି ଫେରାର ମାରିଛି ପୁତୁରା। ଗୁରୁତର ଅବସ୍ଥାରେ ଟିଟିଲାଗଡ ଡାକ୍ତରଖାନାରେ ପାଥମିକ ଚିକିତ୍ସା ପରେ ପ୍ରଥମେ ବଲାଙ୍ଗୀର ଓ ପରେ ବୁର୍ଲ୍ଲା ମେଡିକାଲକୁ ସ୍ଥାନାନ୍ତର। ଘଟଣାସ୍ଥଳରେ ଟିଟିଲାଗଡ ପୋଲିସ ଛାନଭିନ ପରେ ଆରମ୍ଭ କରିଛି ତଦନ୍ତ। ଫେରାର ଥିବା ପୁତୁରାକୁ ଖୋଜୁଛି ପୋଲିସ।