Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଡେଥ୍ ଜୋନ ପାଲଟିଛି ବଲାଙ୍ଗୀର ସହର, ଟ୍ରକ ଚାପାରେ ଜଣେ କଲେଛ ଛାତ୍ରୀଙ୍କ ମୃତ୍ୟୁ

8/08/2018 at 8:46 PM

ଡେଥ୍ ଜୋନ ପାଲଟିଛି ବଲାଙ୍ଗୀର ସହର। ଗତ ଟ୍ରକ ଚେପାରେ ମୃତ୍ୟୁ ଘଟିଛି ଜଣେ କଲେଛ ଛାତ୍ରୀଙ୍କ। କଲେଜକୁ ସାଙ୍ଗ ମାନଙ୍କ ସହ ଆସିବା ବେଳେ ଘଟିଛି ଏଭଳି ଘଟଣା। କ୍ଷତିପୁରଣ ସହ ବାଏପାସ ରାସ୍ତା ଦାବି ରେ କଲେଜ ଛାତ୍ର-ଛାତ୍ରିଙ୍କ ସହ ପରିବାର ଲୋକ ଦିର୍ଘ ସାଢେ ଚାରି ଘଣ୍ଟା ସମ୍ବଲପୁର –ବୋରିଗୁମା ୨୬ ନମ୍ବର ଜାତିୟ ରାଜପଥ ଅଭବରୋଧ କରି ଥିଲେ। ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ସହ ଜିଲ୍ଲା ପ୍ରଶାସନ ସମସ୍ତ କ୍ଷତିପୁରଣ ଦେବା କିଛି ଦିନ ମଧ୍ୟରେ ଘଟି ଚାଲିଛି ଦୁର୍ଘଟଣା ଉପରେ ଦୁର୍ଘଟଣା । ପୁଣି ଏକ ଏଭଳି ଅଭାବନିୟ ଘଟଣା ଘଟିଛି ବଲାଙ୍ଗୀର ସହର ଚେକ୍ଗେଟ ନିକଟରେ ଥିବା ହିରୋ ସୋରୁମ ପାଖରେ। ଗୋଟିଏ ପରେ ଉଠିଥିଲା ରାସ୍ତା ଅବରୋଧ। ତେବେ ଏହାକୁ ନେଇ ଆସନ୍ତା କାଲି ସହରର ସମସ୍ତ ସ୍କୁଲ କଲେଜ କୁ ବନ୍ଦ କରିବ ବିଭିନ୍ନ ଛାତ୍ର ସଂସଦ।

   Related Posts